ସମସ୍ୟା ଓ ସମାଧାନ ଭିତରେ ସଂଘର୍ଷର କାହାଣୀ ରଚିଛନ୍ତି ଭୁବନେଶ୍ଵର ୱାର୍ଡ ନଂ ୧୫ର ବାସିନ୍ଦା। ଏଠାରେ ଲୋକେ ବଖାଣୁଛନ୍ତି କେମିତି ନେତା ଦେଇଥିବା ପରିସ୍ଥିତି ପ୍ରତାରଣା ପାଲଟିଛି। ସମସ୍ୟାର ଗନ୍ତାଘର ଏହି ୱାର୍ଡ ।
#Bhubaneswar #MunicipalElection #problem #FakePromise #deception #Odisha #ArgusNews