ଭିଜୁଆଲ୍ ପାରଳାଖେମୁଣ୍ଡି ହସପିଟାଲରେ ହୋଇଥିଲା କି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ ହତ୍ୟାର ଷଡଯନ୍ତ୍ର...ଅର୍ଗସ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଭିଜୁଆଲ୍...ହସପିଟାଲ ରୁମରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା...ପରେ 4 ଶହ କିଲୋମିଟର ଦୂର କଟକ ରେଫର କରାଗଲା ସୌମ୍ୟ ରଂଜନଙ୍କୁ...କ୍ରାଇମବ୍ରାଂଚର କ୍ରାଇମ ସ୍ପଟକୁ ନେଇ ଉଠିଲା ପ୍ରଶ୍ନ...
#ExclusiveVisual #ArgusNews #Odisha #BreakingNews #ACFMurder #Soumyaranjan #Bidyabharti