#ଜୟନାରାୟଣଙ୍କୁ_ଫସାଇବା_ପାଇଁ_ଷଡଯନ୍ତ୍ର
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବଡ଼ ଚକ୍ରାନ୍ତ । ଜୟନାରାୟଣଙ୍କୁ ଫସାଇବା ପାଇଁ ଉପରମହଲାରୁ ହୋଇଛି କି ଅଦୃଶ୍ୟ ଷଡଯନ୍ତ୍ର ? କାହିଁକି ସମ୍ବଲପୁରରେ ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ପୋଲିସ କଲା ଦୁର୍ବ୍ୟବହାର ? ଖୋଦ୍ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏନେଇ କରିଛନ୍ତି ଅଭିଯୋଗ ।
#ArgusNews #JayanarayanMishra #conspiracy #policemisbehave #Sambalpur #Odisha