#ସତର୍କ_ପରେ_ବି_ହୋଇନଥିଲେ_ସଜାଗ
#ବନ୍ୟା_ପରିଚାଳନାରେ_ବଡ_ତ୍ରୁଟି
ବନ୍ୟା ପରିଚାଳନା ପାଇଁ ସତର୍କ ହୋଇ ନଥିଲେ ରାଜ୍ୟ ସରକାର... ଗୋଟିଏ ପଟେ ହୀରାକୁଦର ରୁଲ କର୍ଭର ଉଲ୍ଲଘଂନ କଲେ ଅନ୍ୟ ପଟେ ଲଘୁଚାପ ହେବା ଜାଣି ବି 2 ଦିନ ଧରି ଜଳ ନିଷ୍କ୍କାସନ ନ କରି ଚୁପ ବସିଲେ.. ଏହା ସହ ଦୁର୍ବଳ ନଦୀ ବନ୍ଧ ମରାମତିରେ ଅବହେଳା ବି ବନ୍ୟା ବିତ୍ପାତର କାରଣ ବୋଲି କୁହାଯାଉଛି
#floodmanagement #OdishaGovt #Odisha #ArgusNews