ବିଜେଡିର କୁହାଳିଆ ନେତା ସସ୍ମିତ ପାତ୍ରଙ୍କ ବଡ଼ ଦମ୍ଭୋକ୍ତି !
ବିଜେଡିର କୁହାଳିଆ ନେତା ସସ୍ମିତ ପାତ୍ରଙ୍କ ବଡ଼ ଦମ୍ଭୋକ୍ତି । କେନ୍ଦ୍ର ଘର ନ ଯୋଗାଇପାରିଲେ ରାଜ୍ୟ ଦେବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନ ହେଲେ ବିଜୁ ପକ୍କାଘର ଯୋଜନାରେ ଲୋକଙ୍କୁ ଘର ଦେବା ପାଇଁ ବିଜେଡି ସରକାର ପୂରା ତୟାର ।
#ArgusNews #BijuPaccaGhara #OdishaGovt #Odisha