#ଗଜପତି_ମୋହନାରେ_ବିଜୁ_ସେତୁ_ଯୋଜନା_ପ୍ରହସନ
ଲୋକେ କିଭଳି ଗୋଟିଏ ଲୁହା ପ୍ଲେଟ୍ ସାହାଯ୍ୟରେ ଉପରକୁ ଚଢିବା ସହ ଅନ୍ୟ ପଟେ ଲୋକେ ଗୋଟିଏ ଲିଶୁଣି ସାହାଯ୍ୟରେ ବିପଦଜନକ ଭାବେ ତଳକୁ ଓହ୍ଲାଉଛନ୍ତି ।ଟିକିଏ ଅସାବଧାନତା ହେଲେ ଦୂର୍ଘଟଣା ଘଟିବାର ସଂଭାବନା ରହିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମୟ ଅବଧି ସରିବା ପରେ ବି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ବିଜୁସେତୂ । ଫଳରେ ଗଜପତି ନୂଆଁଗଡ଼ ବ୍ଲକରୁ ଏବେବି ଯାତୟାତ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ ।
#Gajapati #BijusetuYojana #Odisha #ArgusNews