#ବିଜୁ_ଜୟନ୍ତୀ_ହେବ_ନବୀନ_ଓଡ଼ିଶା_ଦିବସ
ପ୍ରତୀକାତ୍ମକ ଭାବେ ବିଜୁଙ୍କ ଯୁଗ ଶେଷ, ନବୀନ କେନ୍ଦ୍ରରେ । ଆସନ୍ତାକାଲି ବିଜୁ ଜୟନ୍ତୀ ହେବ ନବୀନ ଓଡ଼ିଶା ଦିବସ। ପ୍ରତି ନିର୍ବାଚନୀ ମଣ୍ଡଳୀରେ କାଲିଠୁ ବିଜେଡିର କ୍ୟାମ୍ପେନ । ବିଜେଡି ନେତାଙ୍କ ନବୀନଙ୍କୁ ଜଗନ୍ନାଥଙ୍କ ସହ ତୁଳନା ପରେ ଉଠିଥିଲା ବିବାଦ ।
#ArgusNews #BijuJayanti #NaveenOdishaDay #BJD #ElectionCampaign #meetings #Odisha