#ସରୁନି_ସେତୁ_ଫିଟୁନି_ଭାଗ୍ୟ
#ସିଏଜି_ରିପୋର୍ଟ_ଖୋଲିଲା_ବିଜୁ_ସେତୁ_ସଫଳତାର_ସତ
୨୦୧୭ରୁ ୨୦୨୧ ଭିତରେ ଅସମ୍ପୂର୍ଣ୍ଣ ରହିଛି ୩୧୮ ବିଜୁ ସେତୁ । ଖର୍ଚ୍ଚ ହୋଇପାରିନି ୩୧୪ କୋଟି ଟଙ୍କା । ଗ୍ରାଉଣ୍ଡରେ ମାଳ ମାଳ ଉଦାହରଣ । ଦେଖୁଛନ୍ତି ତ ରାଜ୍ୟ ସରକାର ?
#ArgusNews #BijuSetuyojana #OdishaGovt #CAGReport #construction #Odisha