ଭଦ୍ରକ ଜିଲ୍ଲାରେ ବହୁ ଉପାନ୍ତ ଅଞ୍ଚଳ ରହିଛି ଯେଉଁଠି କି ଆମ୍ଭୁଲାନ୍ସ ଯାଇ ପହଞ୍ଚି ପାରୁନାହିଁ. ସେହି ଅଞ୍ଚଳରେ ଏହି ବାଇକ ଆମ୍ବୁଲାନ୍ସ ପହଞ୍ଚି ଗୁରୁତ୍ୱର ରୋଗୀ ଙ୍କୁ ମେଡିକାଲ ଆଣିବାରେ ସହାୟକ ହେବ. ସେହି ଉଦ୍ୟେଶରେ ହିରୋ ମୋଟୋକର୍ପ ପକ୍ଷରୁ ଜିଲ୍ଲା କୁ 2 ଟି ବାଇକ ଆମ୍ବୁଲାନ୍ସ 2020 ମସିହା ଡିସେମ୍ବର 23 ତାରିଖରେ ପ୍ରଦାନ କରାଯାଇଥିଲା ।
#ArgusNews #ambulance #bikeambulance #bhadrakmedical #bhadrak #Odisha