#ଜାଣିଶୁଣି_ଜିଲ୍ଲା_ପ୍ରଶାସନର_ଅବହେଳା
ବିତିଲାଣି ୩ ଦଶନ୍ଧି ହେଲେ ହୋଇପାରିଲାନି ରାସ୍ତା । ୯୦ଦଶକରେ ଭିତିପ୍ରସ୍ତର ସ୍ଥାପିତ ହୋଇଥିବା ପ୍ରକଳ୍ପ ଆଜି ବି ଅଧପନ୍ତରିଆ । ପଂଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ପ୍ରକଳ୍ପର ଭିତିପ୍ରସ୍ତର କାମ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କରକମଳରେ ହୋଇଥିବା ବେଳେ ତାହା ଶେଷ ହେବାର ନାଁ ଧରୁନାହିଁ ।
#ArgusNews #Jajpur #Binjharpur #BridgeWork #constructionproject #PublicIssue #Odisha