ମୁମ୍ବାଇ ଏବଂ ଦିଲ୍ଲୀ ପରେ ଏବେ ଓଡ଼ିଶାରେ ବାଇପୋର୍ଟାଲ ଏଣ୍ଡୋସ୍କୋପି ସ୍ପାଇନ୍ ସର୍ଜରୀ ସଫଳ ହୋଇଛି। ଭୁବନେଶ୍ଵର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଗତ ୨୨ ତାରିଖରେ ବାଇପୋର୍ଟାଲ ଏଣ୍ଡୋସ୍କୋପି ସ୍ପାଇନ୍ ସର୍ଜରୀ ସଫଳତାର ସହ ହୋଇଥିଲା।
#Bhubaneswar #biportalendoscopicspinesurgery #sucessful #SparshHospital #Odisha #ArgusNews