ଅର୍ଥାଭାବରୁ ଅଟକିଛି ଚିକିତ୍ସା। ମୟୂରଭଞ୍ଜ କପ୍ତିପଦା ବ୍ଳକ ଅନ୍ତର୍ଗତ ମହୁଲଡିହା ଗାଁର ବିରଞ୍ଚି ସିଂ ଦୁର୍ଘଟଣାର ଶିକାର ହେବା ପରେ ଏବେ ଶଯ୍ୟାଶାୟୀ। ଦିନ ମଜୁରିଆ ଭାବେ ବିରଞ୍ଚି କାମ କରୁଥିବା ବେଳେ ଏବେ ଦୁର୍ଘଟଣାର ଶିକାର ହେବା ପରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଏପରିକି ଅର୍ଥ ନଥିବାରୁ ହୋଇପାରୁନି ବିରଞ୍ଚିଙ୍କ ଚିକିତ୍ସା।
#Mayurbhanj #Accident #bedridden #help #lackofmoney #treatments #Odisha #ArgusNews