ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ । ଛତିଶଗଡ଼ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ । ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଦାୟିତ୍ୱରେ ଥିଲେ । ୧୨ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।
#ArgusNews #BiswabhusanHarichandan #Chhattisgarh #governor #National