ଆଜି ରାଜଧାନୀ ଭୁବନେଶ୍ବରରେ ସିଂହ ଲଢେଇ । ଜନତା ମଇଦାନ ବନାମ ବରମୁଣ୍ଡା ପଡିଆ । ମୋର୍ଚ୍ଚା ସମ୍ଭାଳିବେ ନଡ୍ଡା, ମଙ୍ଗ ଧରିବେ ନବୀନ । ନଡ୍ଡା ଦେବେ ନିର୍ବାଚନୀ ମନ୍ତ୍ର । ଆଉ ଏଠି ପାଠ ପଢାଇବେ ନବୀନ
#BJP #BJD #OdishaPolitics #ArgusNews #Odisha