ବଲାଙ୍ଗିରରେ ନେତା ଅଫିସର ବିବାଦ ବଢାଇବାକୁ ଭୁବନେଶ୍ବରରେ ଷଡ଼ଯନ୍ତ୍ର । କଂଗ୍ରେସ ବିଧାୟକ ସାଲୁଜାଙ୍କ ପରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ସାଂସଦ ସଙ୍ଗୀତା ସିହଦେଓଙ୍କ ସହ ପ୍ରଶାସନର ତୁତୁ ମେଁମେଁ ପରେ ନେତାମାନଙ୍କ ବିରୋଧରେ ବିଜେଡିର ଷଡ଼ଯନ୍ତ୍ର।
#ArgusNews #Bolangir #Bhubaneswar #BJD #Conspiracy #Odisha