#ଉପନିର୍ବାଚନକୁ_ନିଜ_ସପକ୍ଷକୁ_ନେବା_ପାଇଁ_ଲାଗି_ପଡିଛି_bjd
ୱାର୍ଡ ୱାର୍ଡରେ bjd କରୁଛି ପଥ ପ୍ରାନ୍ତ ସଭା। NAC ର ବିଭିନ୍ନ ୱାର୍ଡ ରେ ଚାଲିଛି ପଦ ଯାତ୍ରା। ମାଳ ମାଳ ନେତା ମନ୍ତ୍ରୀଙ୍କୁ ନେଇ ବିଭିନ୍ନ ଜୋନରେ ଚାଲିଛି ମହିଳା ସମାବେଶ....।
#ArgusNews #PadampurByPoll #BJD #ElectionCampaign #NAC #Odisha