#ବିଜେଡି_ବିଜେପି_ମୁହାଁମୁହିଁ
ଏରସମା ଶିଆଳି ବେଳାଭୂମି ଠାରେ ଆୟୋଜିତ ବିଜୁ ଯୁବ ଛାତ୍ର ସମାବେଶରେ ତୁମୁଳ କାଣ୍ଡ। ସଭା ଚାଲିଥିବା ସମୟରେ ବିଜେଡି ଓ ବିଜେଡି କର୍ମୀ ଙ୍କ ମଧ୍ୟରେ ଗଣ୍ଡଗୋଳ। କର୍ମୀ ମାନେ ଖାଦ୍ୟରେ ବାଲି ପୁରାଇବା ସହ ଖାଦ୍ୟ ପତ୍ର ସହ ଖାଦ୍ୟ ପଦାର୍ଥ ଉପରକୁ ଫୋପଡ଼ିଲେ....।
#ArgusNews #BJD #Fight #partymeeting #Ersama #Odisha