ଉପନିର୍ବାଚନ ପାଇଁ ସଜବାଜ ହୋଇଛି ବିଜୁ ଜନତା ଦଳ !
ସରିନି ନବ ଦାସଙ୍କ ଦଶ ତୁଠ କାମ , ଉପନିର୍ବାଚନ ଜିତିବା ପାଇଁ ବିଜେଡିର ପ୍ରସ୍ତୁତି । ପରିବାର ସଦସ୍ୟ, ବନ୍ଧୁବାନ୍ଧବ ପ୍ରିୟଜନଙ୍କ ଆଖିରୁ ଶୁଖିନି ଲୁହ । ନିର୍ବାଚନ ଜିତିବା ହିଁ ବିଜେଡିର ଏକମାତ୍ର ଲକ୍ଷ୍ୟ କି ?
#ArgusNews #NabaDas #DeathCase #BJD #Politics #Odisha