#ସସପେନ୍ସ_ଘେରରେ_ବିଜେଡି_ନେତା_ଧର୍ମେନ୍ଦ୍ର_ସାହୁଙ୍କ_ମୃତ୍ୟୁ
ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ରଣହୁଙ୍କାର । ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ନାରାବାଜି। ଅର୍ଗସରେ ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଅଡିଓର ଆଉ ଏକ ଖୁଲାସା।
#DharmendraSahoo #SameerDas #controversy #investigation #blackmailing #Odisha #ArgusNews