#ମୁଁ_ବିଜୁ_ବାବୁ_ପରି_ହେବି...
#ବଦନାମ୍_ମନ୍ତ୍ରୀଙ୍କ_ଗୀତ_ବୋଲିବାର_ଟ୍ରେଣ୍ଡକୁ_ନେଇ_ଚର୍ଚ୍ଚା
#ସୋସିଆଲ_ମିଡିଆରେ_ଟ୍ରେଣ୍ଡ_କରୁଛି_ଛେନା_ଗୁଡ_ଛେନା_ଗୁଡ
ଗୀତ ବୋଲି କରୁଛନ୍ତି ନିଜର ପ୍ରଚାର । ହେଲେ କହିବା ଓ କରିଵା ଭିତରେ ରହିଛି ବଡ ଫରକ । ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସମୀର ରଞ୍ଜନ ଦାଶ ଆଉ ତୁଷରକାନ୍ତି ବେହେରା ରାଜ୍ୟ ମନ୍ତ୍ରୀମଣ୍ଡଳର ବିବାଦୀୟ ଚେହେରା । ଆଉ ବିବାଦୀୟ ଚେହେରାକୁ ନେଇ ମୁଖିଆ ଏବଂ ଦଳ ବଦନାମ୍ । କେମିତି ଗୀତ ବୋଲି ନିଜର କଳା ଛିଟାକୁ ଛଡାଇବାକୁ ଚେଷ୍ଟା କରୁଛନ୍ତି ଶୁଣନ୍ତୁ ।
#BJD #Controversy #Ministers #Song #panchayatelections #campaign #ArgusNews