ଗତ କାଲି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ପର୍ବଅନୁଷ୍ଠିତ ହୋଇଥିଲା । ଦେଖନ୍ତୁ ବିଧାୟକ ପ୍ରତାପ ଜେନା କେମିତି ଛୋଟ ପିଲାମାନଙ୍କୁ ଶଙ୍ଖ ଚି଼ହ୍ନ ଲାଗିଥିବା ଉତ୍ତରୀୟ ପକାଉଛନ୍ତି । ଯାହାକୁ ସ୍ଥାନୀୟ ବୁଦ୍ଧିଯିବି ମାନେ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି ।
#ArgusNews #Cuttack #Mahanga #BJDMLA #PratapJena #Odisha