ପ୍ରଭୁ ଜଗନ୍ନାଥଙ୍କ କାମ କୁ ସମସ୍ତେ ସହଯୋଗ କରିବା ଦରକାର । ଏହା କେବଳ ପୁରୀ କଥା ନୁହେଁ ବିଶ୍ୱରେ ଯେତେ ଜଗନ୍ନାଥ ପ୍ରେମୀ ଅଛନ୍ତି ସମସ୍ତ ଙ୍କ ଇଚ୍ଛା ଉନ୍ନତି ହେଉଛି। ସବୁ ଆଇନ୍ ସହ ମତି ରେ ହେଉଛି ,ଆଗକୁ ବି ହେବ। ଏଥିରେ କୌଣସି ରାଜନୀତି ହେବା କଥା ନୁହେଁ। କିନ୍ତୁ ବିରୋଧୀ ରାଜନୀତି କରୁଛନ୍ତି: ବିଜେଡି ବିଧାୟକ ରୋହିତ ପୂଜାରୀ..।
#bjd #MLA #rohitpujari #Srimandir #Odisha #ArgusNews