ସରକାରଙ୍କ ଉପରେ ଯେଉଁ ଆରୋପ ଲାଗୁଥିଲା ତାହା ଭୁଲ ପ୍ରମାଣିତ ହେଇଛି । ଗୋପାଳକୁ ପାଗଳ ସଜା ଯାଉଥିବା ଏବଂ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଯେଉଁ ଅଭିଯୋଗ ହେଉଥିଲା ତାହା କୋର୍ଟ ପ୍ରମାଣିତ କରି ଦେଲା ଯେ ଗୋପାଳ ପାଗଳ ନୁହେଁ : ଶଶୀ ଭୂଷଣ ବେହେରା, ବିଜେଡି ବିଧାୟକ
#ArgusNews #NabaDas #DeathCase #GopalDas #SashiBhusanaBehera #BJD #Odisha