#ଟଙ୍କା_ବାଣ୍ଟି_ପଳଉଥିଲେ_ମାଡିବସିଲେ_ଲୋକେ
#ପଦ୍ମପୁରରେ_ଟଙ୍କା_ବାଣ୍ଟୁଛି_ଶାସକଦଳ
ଟଙ୍କା ବାଣ୍ଟି ଧରାପଡିଲେ ବିଜେଡି ପାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ଭୋଜରାଜ ସିଂ ବରିହା। ପଦମପୁର ଉପନିର୍ବାଚନରେ ଟଙ୍କା ବଣ୍ଟାଯିବାକୁ ନେଇ ଉତ୍ତେଜନା....।
#ArgusNews #padampur #BJD #MoneyDistribution #AngryPeople #PadampurByPoll #Odisha