ଭଦ୍ରକ ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତ ବୁଡୁଜାଲ ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିଜେଡି କର୍ମୀଙ୍କ ଆକ୍ରମଣରେ ୪ ବିଜେପି କମୀ ଗୁରୁତର । ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
#ArgusNews #Bhadrak #BJDWorkers #attacked #BJPWorkers #Odisha