#ବିବାଦରେ_ବିଜେଡ଼ି_ବିଧାୟକ_ମନହୋର_ରନ୍ଧାରୀ
#ଚାକିରୀ_କାଳରେ_ହୋଇଥିବା_ଦୁର୍ନିତୀ_ନେଇ_ବିଜେପିର_ଟାର୍ଗେଟ
ଭିଜଲାନ୍ସ ମାମଲା ଥିବା ବେଳେ କିପରି ଦିଆଗଲା କ୍ଲିନଚିଟ ? ଚାକିରୀ କାଳରେ ଖସିଯାଇଥିଲେ। ବିଧାୟକ ହେବା ପରେ ଫଶିଗଲେ । ୧୬ ବର୍ଷ ତଳେ ହୋଇଥିବା ଏକ ଦୁର୍ନୀତି ମାମଲାକୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଟାର୍ଗେଟ କରିଛି ବିଜେପି ।
#BJD #MLA #ManoharRandhari #BJP #Odisha #ArgusNews