ଓବିସିଙ୍କ ସଂରକ୍ଷଣ ପ୍ରସଙ୍ଗରେ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ଅଧ୍ୟକ୍ଷ ଏବଂ ରାଜ୍ୟ ସଭା ସାଂସଦ ଏବଂ ସଂସଦୀୟ ବୋର୍ଡ ତଥା ନିର୍ବାଚନ ସମିତି ସଦସ୍ୟ ଡକ୍ଟର କେ. ଲଷ୍ମଣଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ପ୍ରତିନିଧି ପ୍ରଦୀପ୍ତ ମହାପାତ୍ର ।
#ArgusNews #BJP #KLaxman #OBC #reservation #Bhubaneswar #Odisha