ଜ୍ୟୋତିବା ଫୁଲେଙ୍କ ଉପରେ କଥା ରଖିଲେ ସମ୍ବିତ । ସାବିତ୍ରୀ ଜିଙ୍କ ନେତୃତ୍ୱରେ ଭାରତର ମହିଳାଙ୍କ ବିକାଶ ହେବା ସହିତ , ସ୍କୁଲ ଶିକ୍ଷାର ପ୍ରସାର କରିଥିଲେ । ସମାଜର ବର୍ତ୍ତମାନ ପରିବର୍ତ୍ତନ ପାଇଁ ଏବଂ ମହିଳା ଙ୍କ ବିକାଶ ପାଇଁ ବିଜେପି କାର୍ଯ୍ୟ କରୁଥିବା ସେ କହିଛନ୍ତି
#SambitPatra #pressmeet #BJP #NewDelhi #ArgusNews