ବିଜୁ ବାବୁ 1990ରେ ନିଜ ନେତା ମାନଙ୍କ ଉପରେ ଥିବା ସବୁ କେସ ଉଠାଇଥିଲେ । ଦାମ ରାଉତ, ପ୍ରଫୁଲ୍ଲ ଘଡେଇଙ୍କ ଭଳି ନେତାଙ୍କ ଉପରେ ମଧ୍ୟ ସଂଗୀନ କେସ ଥିଲା । ଦାମ ରାଉତଙ୍କ ଉପରେ ମଧ୍ୟ 307 ଦଫା ଥିଲା କି ନାହିଁ ବିଜେଡ଼ି ଉତ୍ତର ରଖିବ କି ?
#ArgusNews #BJP #Pressmeet #ManojMohapatra #BJD #Odisha