ନାବାଳକ ଅପହରଣ ଓ ହତ୍ୟାକାରୀଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ ନଚେତ ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ତଥା ଝାରସୁଗୁଡ଼ା ଯୁବ ନେତା ଟଙ୍କଧର ତ୍ରିପାଠୀ ଙ୍କ ନେତୃତ୍ୱ ରେ ରାଜ ରାସ୍ତା କୁ ଓହ୍ଲେଇବ ବୋଲି କହିଛନ୍ତି
#ArgusNews #jharsuguda #BJP #PressMeet #TankadharaTripathy #Odisha