ଓଡ଼ିଶାରେ ବର୍ଷ ବର୍ଷ ଧରି ଅଧିକାରରୁ ବଞ୍ଚିତ ଓବିସି । ଭୁବନେଶ୍ବରରେ ବର୍ଷିଲେ ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ।କହିଲେ, ବଞ୍ଚିତ ବର୍ଗଙ୍କୁ ନ୍ୟାୟ ଦେବାକୁ ବିଜେପି କରିବ ଘର ଘର ଚାଲ ଅଭିଯାନ । ଏପ୍ରିଲ ୬ରୁ ୧୪ ଯାଏଁ ୯ ଦିବସୀୟ କାର୍ଯ୍ୟକ୍ରମ ।
#ArgusNews #BJPPressmeet #OBCSurvey #Odisha