ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ତାଲିକାରେ ସ୍ଥାନ ଦେବା ଦାବିରେ ଆଜି ଖଲ୍ଲିକୋଟ ବିଜେପି ପକ୍ଷରୁ ଏନ.ଏ.ସି କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି....।
#ArgusNews #BJP #Protest #Khallikote #PradhanMantriAwasYojana #Odisha