#ଚାଷୀଗଡ଼ରେ_ମୁଖ୍ୟମନ୍ତ୍ରୀ
ଜିଲ୍ଲାରୁ ରାଜଧାନୀ ସବୁଠି ଚାଷୀ ତାତି। ବରଗଡ଼ରେ ମଣ୍ଡି ଓ ଟୋକନ ସମସ୍ୟା ନେଇ ଚାଷୀଙ୍କ ରାସ୍ତାରୋକ୍। ଏପଟେ ବିଧାନସଭାରେ ସରକାରଙ୍କୁ ଘେରିଲା ବିଜେପି। ବିଧାନସଭା ବାହାରେ ବି ଜୋରଦାର ବିକ୍ଷୋଭ…।
#ArgusNews #FarmersProblem #assembly #BJP #OdishaGovt #protest #Odisha