ଜନବସତି ଅଞ୍ଚଳରେ mcc ପ୍ଲାଣ୍ଟକୁ ବିରୋଧ କରିଛି ବିଜେପି । ଆଜି ପୋଖରୀପୁଟ mcc ପ୍ଲାଣ୍ଟ ସମ୍ମୁଖରେ ବିଜେପି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଧାରଣା ଦିଆଯାଇଥିଲା । ଜନବସତି ଅଞ୍ଚଳରୁmcc ପ୍ଲାଣ୍ଟ ସ୍ଥାନାନ୍ତରଣ ଦାବି ହୋଇଛି
#ArgusNews #Bhubaneswar #BJP #Protest #MCCplant #Pokhariput #Odisha