#ଆଇନଶୃଙ୍ଖଳା_ବିପର୍ଯ୍ୟସ୍ତ_ବିରୁଦ୍ଧରେ_ବିଜେପିର_ଗର୍ଜନ
#ସମସ୍ତ_ଏସପି_ଅଫିସ_ସମ୍ମୁଖରେ_ବିଜେପିର_ହାଲାବୋଲ
ରାଜ୍ୟରେ ଆଇନର ଶାସନ ନାହିଁ । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଦିନ ଦିପହରରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ଆଉ ନ୍ୟାୟ ମାଗିଲେ ପୋଲିସ ଲଗାଇ ବିରୋଧୀଙ୍କ ପାଟିଚୁପ୍ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟର ସମସ୍ତ ଏସପି ଅଫିସ ସମ୍ମୁଖରେ ବିଜେପି କରିଛି ପ୍ରତିବାଦ ।
#ArgusNews #BJP #protest #OdishaGovt #justice #NabaDas #investigation #Controvercy #Odisha