#ବିଏମସି_ବିରୋଧରେ_ବିଜେପିର_ଗର୍ଜନ
#ଅଳିଆ_ପକାଇ_ଶୀଘ୍ର_ସମାଧାନ_ପାଇଁ_ଦେଲେ_ଚେତାବନୀ
ରାଜଧାନୀର ବିଭିନ୍ନ ସ୍ଥାନରେ ପଡ଼ିରହିଛି କୁଢ କୁଢ ଅଳିଆ। ଦଳ ପକ୍ଷରୁ ବିଏମସି ଅଫିସ ଘେରାଉ କରାଯିବା ସହିତ ମେୟର ଓ କମିଶନରଙ୍କ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ ।
#Bhubaneswar #BMC #BJP #Odisha #ArgusNews