ନୂଆପଡାରେ ଚାଲିଛି ମାରାଥନ ପ୍ରଚାର। ଏ ଅଞ୍ଚଳର ବିକାଶ ଯେପରି ହେବାକଥା ହୋଇପାରିନି, ଚାଷୀମାନେ ୩୦୦ ଟଙ୍କାର ଜିନିଷକୁ ୧୦୦୦ ଟଙ୍କାରେ କିଣୁଛନ୍ତି, ଚାଷୀମାନେ ମଣ୍ଡିରେ ଧାନକୁ ବହୁ ଦୁର୍ଦ୍ଦଶାରେ ବିକ୍ରି କରୁଛନ୍ତି। ଏହିପରି ବହୁ ମୁଦ୍ଦାକୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ବି଼ଜେପି ପାର୍ଥୀ।
#PanchayatElection2022 #OdishaElection2022 #Election2022 #nuapada #BJPCandidate #farmerproblems #issues #OdishaNirbachan2022 #SarpanchaElection #Odisha #ArgusNews