କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିଦର୍ଶନରେ ବିଜେପି ଟିମ୍ ।
ହସ୍ପିଟାଲର ଅବ୍ୟବସ୍ଥା ନେଇ ବର୍ଷିଲେ ନେତା । ଓଡ଼ିଶାର ଏକମାତ୍ର ସରକାରୀ କର୍କଟ କେନ୍ଦ୍ର ରହିଥିବା ବେଳେ କାହିଁକି ରୋଗୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପ୍ରଶ୍ନ କରିଛି ଦଳ
#Cuttack #CancerHospital #BJPTeam #govthospital #ArgusNews