କେନ୍ଦ୍ର ଅବହେଳାରୁ ଜୟନାରାୟଣ ଇସ୍ୟୁକୁ କଡ଼ ଲେଉଟା !
ଜୟନାରାୟଣଙ୍କୁ ନେଇ ବିଜେଡି- ବିଜେପି ଆମନା -ସାମନା । ପରିସ୍ଥିତି ଏମିତି ହୋଇଛି ବିଜେଡିର କେନ୍ଦ୍ରୀୟ ଅବହେଳାର ଆନ୍ଦୋଳନ ପରିବର୍ତ୍ତିତ ହୋଇଛି ଜୟନାରାୟଣ ବିରୋଧୀ ଆନ୍ଦୋଳନରେ । ବିଜେପିର ଆଇନଶୃଙ୍ଖଳା ଆନ୍ଦୋଳନର ପ୍ରସଙ୍ଗ ହୋଇଛି ବିଜେଡିର ଗୁଣ୍ଡାଗିରି
#ArgusNews #JayanarayanMishra #BJPBJD #Politics #Odisha