୨୨ ବର୍ଷର ସରକାରକୁ ୨୨ଟି ପ୍ରଶ୍ନ
ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲା ବିଜେପି । ଦୁର୍ନୀତି, ବିଫଳତା, ଅପରାଧ ଓ ଅବହେଳାର ଲମ୍ବା ତାଲିକା ରଖିଛି ଦଳ । ୨୨ ବର୍ଷର ସରକାରକୁ ୨୨ଟି ପ୍ରଶ୍ନର ଉତ୍ତର ଦେବାକୁ ଆହ୍ଵାନ ।
#BJYM #22yearsrule #22yearsbjd #odishagovernment #odisha #ArgusNews