ଭୁବନେଶ୍ବର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ଦୁଇଦିନରେ ୫୧ଟି ଗାଡିରୁ ଜୋରିମାନା ଆଦାୟ କରାଯାଇଛି। ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।
#Bhubaneswar #trafficpolice #BlackGlass #operations #Odisha #ArgusNews