#ଯାଜପୁରର_ଡଙ୍କାରୀ
#କଳାପଥର_କେଳେଙ୍କାରିର_କଳଙ୍କିତ_ଅଧ୍ୟାୟ_ଆରମ୍ଭ_ହୁଏ_ଡଙ୍କାରୀରୁ
କଳାପଥର କେଳେଙ୍କାରୀ ଉପରେ କଳାଚଦର ଘୋଡାଇ ଲୁଚାଇବାକୁ ଉଦ୍ୟମ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ପଥର ଖାଦାନରୁ ଲୁଟ ଓ ଜୋରିମାନା ଆଦାୟ ନେଇ ସରକାର ବିଧାନସଭା କହିଛନ୍ତି କମ ଲୁଚାଇଛନ୍ତି ଅଧିକ । ଯାଜପୁରରେ ଡଙ୍କାରୀରୁ ଆରମ୍ଭ କରି ବିଛାଖଣ୍ଡି, ଆରୁହା, ଲୁଣିବର ପାହାଡରୁ ବେଆଇନ ଖନନ ଲୁଟ ନେଇ ଚୁପ ରାଜସ୍ବମନ୍ତ୍ରୀ ।
#ArgusNews #blackstone #Jajpur #loot #Dungri #mining #illegalblasting #Odisha