#ସରକାର_ସରକାରୀ_ଦଳ_ଠକ_ମନୋଜ_ମିଶ୍ରର_ବଳ !
#ଫେକ୍_ସାର୍ଟିଫିକେଟର_ସର୍ଦ୍ଦାର_ପଛରେ_ନେତା_ମନ୍ତ୍ରୀଙ୍କ_ଆଶୀର୍ବାଦ
8-9 ବର୍ଷ ଧରି ମନୋଜ ଚଲାଇଥିଲେ ଫେକ୍ ରାକେଟ, କେମିତି ଜାଣିପାରିଲାନି ପୋଲିସ। ଅର୍ଗସରେ ବଲାଙ୍ଗିର ବିଜେଡିର ପୂର୍ବତନ ଆଇଟି ସେଲ୍ ମୁଖ୍ୟଙ୍କ କେଳେଙ୍କାରୀରେ ନୂଆ ଖୁଲାସା।
#ArgusNews #FakeCertificate #BJD #OdishaGovt #Controversy #Odisha