ବ୍ଲକ ଅଧ୍ୟକ୍ଷ ଗଠନରେ ଫେଲ୍ ମାରିଲା ବିଜେଡିର ରଣନୀତି । ଅନେକ ସ୍ଥାନରେ ବିରୋଧୀ ମାରିଛନ୍ତି ବାଜି । ବଡ଼ ବଡ଼ ମନ୍ତ୍ରୀଙ୍କ ଇଲାକାରେ ବି ବିରୋଧୀ ଦେଖାଇଛନ୍ତି କମାଲ୍ । ବିଜେଡିର 92 ପ୍ରତିଶତ ବ୍ଲକ ଅକ୍ତିଆର ଯୋଜନା ସଫଳ ହୋଇପାରିନି
#BJD #BlockChairman #politics #municipalityelection #ArgusNews