ପାର୍ବଣରେ ରକ୍ତରଞ୍ଜିତ ରାଜଧାନୀ। ଗୋଟିଏ ରାତିରେ ଦୁଇଟି ମର୍ଡର। ଡିସିପି ଅଫିସ ଆଗରେ ଗୋଡେଇ ଗୋଡେଇ ପାନ ଦୋକାନୀଙ୍କୁ ହାଣିଲେ ଅଟୋ ଡ୍ରାଇଭର। ସେପଟେ ଶାସ୍ତ୍ରୀନଗରରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା
#MurderIssue #Festival #Bhubaneswar #Odisha #ArgusNews