ବିଏମ୍ସିର ସମସ୍ତ ୧୦ଟି ଆହାର କେନ୍ଦ୍ରକୁ ମିଳିଛି ISO-9001 ସାର୍ଟିଫିକେଟ । ସ୍ବଚ୍ଛତା ଓ ଉତ୍ତମମାନର ଖାଦ୍ୟ ଯୋଗାଣ ପାଇଁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ବିଏମସି ଅଧୀନରେ ମୋଟ ୧୧ଟି ଆହାର କେନ୍ଦ୍ର ଥିବା ବେଳେ ଏଥି ମଧ୍ୟରୁ ଗୋଟିଏକୁ ଭାଙ୍ଗି ଦିଆଯାଇଛି ।
#ArgusNews #BMC #AharaKendra #certificate #Odisha