#ମୋତେ_କହିଲେ_ମୋ_ସହ_ଶାରିରୀକ_ସମ୍ପର୍କ_ରଖନ୍ତୁ_ପଇସା_ମାଗିବେନି
ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଏମସି ଡେପୁଟି କମିଶନର ଯୋଗେଶ୍ଵର ନାୟକ ଥାନାରେ ଅଟକ। ତେବେ ଯୁବତୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛନ୍ତି। ଶୁଣନ୍ତୁ ସେ କ'ଣ କହୁଛନ୍ତି....।
#ArgusNews #BMCDeputyCommissioner #Complaint #Allegation #Bhubaneswar #Odisha