#ଲିଙ୍ଗରାଜ_ଥାନାର_ଦ୍ବାରସ୍ଥ_ହେଲେ_ଅଭିନେତ୍ରୀ
#ଦୁର୍ବ୍ୟବହାର_ସହ_ବ୍ଲାକମେଲିଂର_ଅଭିଯୋଗ
ବିଏମ୍ସି ଡେପୁଟି କମିଶନରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଆଲବମ୍ କରିବାକୁ କହି ଜଣେ ଆଲବମ୍ ହିରୋଇନଙ୍କୁ ଅସଦାଚରଣର ଅଭିଯୋଗ ଆସିଛି ଡେପୁଟି କମିଶନର ଯୋଗେଶ୍ଵର ନାୟକଙ୍କ ନାଁରେ ।
#ArgusNews #bmcdeputycommissioner #misbehaving #abuse #accused #albumheroine #blackmailing #Odisha