#ଘରେ_ପେଟ୍_ଆନିମଲ_ରଖୁଥିଲେ_ସାବଧାନ ।
ବିଏମସି ଆଣିବ ନୂଆ ଗାଇଡଲାଇନ । ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରରେଜିଷ୍ଟ୍ରେସନ କରାଇବେ । ମାସକୁ ମାସ ତାଙ୍କର ଭ୍ୟାକ୍ସିନେସନ ହେଉଛି କି ନାହିଁ, ସଫା ସୁତୁରା ସହ ସ୍ବାସ୍ଥ୍ୟ ଅବସ୍ଥାର ଯାଞ୍ଚ କରିବ ବିଏମସି
#petanimals #BMC #Guideline #Bhubaneswar #ArgusNews