ବିଏମସି ଓ ସ୍ମାର୍ଟ ସିଟି ଲିମିଟେଡ ମଧ୍ୟରେ ସମନ୍ଵୟ ନଥିବା ମଧ୍ୟ ବୈଠକ ରେ ଜଣାପଡିଛି । ସ୍ମାର୍ଟ୍ ସିଟି ପ୍ରୋଜେକ୍ଟକୁ ନେଇ ଅନ୍ଧାରରେ ରହିଥିଲା ବିଏମ୍ ସି । ସ୍ମାର୍ଟ୍ ସିଟି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ରୁ ୧୦୦୦କୋଟି ଟଙ୍କା ଆସିଥିଲା । ଶିଶୁ ଭବନରୁ ବାଣୀବିହାର ରାସ୍ତା କୁ ନେଇ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ । ଏବେ ବି. ଏସ୍ ସି ଏଲ କହୁଚି ସେହି ଗୋଟିଏ ରାସ୍ତା ହିଁ ସ୍ମାର୍ଟ୍ ସିଟି ଆନ୍ତର୍ଭୁକ୍ତ
#ArgusNews #BMC #Smartcity #Sulochanadas #Meeting #Odisha